MAA-ମୟୂରଭଞ୍ଜ ବିଷୟରେ / About MAA-Mayurbhanj
ମାତୃଭୂମୀ ଅଭ୍ୟୁଦୟ ଅଭିଯାନ (MAA), ଦିବ୍ୟା ନୁର ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ଏକ ସାମାଜିକ ସଚେତନତା ଏବଂ ଉନ୍ନତି ମୂଳକ ପଦକ୍ଷେପ | ଦିବ୍ୟା ନୁର ର ଦୃଢ ବିଶ୍ୱାସ ଯେ ଆମ ସମସ୍ତଙ୍କର ବ୍ୟକ୍ତିଗତ ସାମାଜିକ ଦାଇତ୍ୱ ହେଉଛି ନିଜ ମାତୃଭୂମୀର ବିକାଶ କରିବା, ଯାହା ହେଇଛି MAA ପଦକ୍ଷେର ଏକ ପ୍ରେରଣା ଶକ୍ତି | MAA ର ମୂଳ ଲକ୍ଷ୍ୟ ହେଉଛି ବ୍ୟକ୍ତିଗତ ସାମାଜିକ ଦାଇତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା, ନାଗରିକ-ଆଧାରିତ ଏକ ମଞ୍ଚ ସ୍ଥାପିତ କରିବା ଏବଂ ସାମୁହିକ ଭାବ ରେ ବିଭିନ୍ନ ସଙ୍ଗଠନ ଏବଂ ପ୍ରଶାସନର ସହଭାଗିତାରେ ମାତୃଭୂମୀ ର ବିକାଶ କରିବା |
ଦିବ୍ୟା ନୁର ସ୍ୱୀକାର କରେ ଯେ ମା ପୃଥିବୀ ଆମର ମାତୃଭୂମି | ମା ପୃଥିବୀର ପ୍ରକୃତରେ ସେବା କରିବା କୁ ହେଲେ , ସର୍ବ ପ୍ରଥମେ ଆମ ଜନ୍ମ ସ୍ଥାନ ରୁ ଆରମ୍ଭ କରିବାକୁ ନିଶ୍ଚୟ କରିବାକୁ ହେବ, ସେହି ସ୍ଥାନ ଯିଏ ଆମକୁ ପ୍ରଥମ ଥର ପାଇଁ ମା ପୃଥିବୀ ସହିତ ସଂଯୋଗ କରି ଥିଲା ଏବଂ ଧୀରେ ଧୀରେ ଆମ ପ୍ରୟାସ ଏହା ସ୍ଥାନୀୟ ସ୍ତରରୁ ଆରମ୍ଭ ହୋଇ ରାଜ୍ୟ, ରାଷ୍ଟ୍ର ଏବଂ ପରିଶେଷରେ ସମଗ୍ର ବିଶ୍ୱକୁ ବିସ୍ତାର କରିବ |
MAA, ମୟୂରଭଞ୍ଜରୁ ଯାତ୍ରା ଆରମ୍ଭ କରିଛି, ଯାହା ଦିବ୍ୟା ନୁର ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ଦ୍ୱାରା ଅନୁପ୍ରାଣିତ ବ୍ୟକ୍ତିଗତ ସାମାଜିକ ଦାଇତ୍ୱ ମିଶନର ଏକ ପ୍ରତିବଦ୍ଧତାର ପ୍ରତୀକ ଅଟେ, ଯାହାଙ୍କର ଜନ୍ମସ୍ଥାନ ମୟୂରଭଞ୍ଜ |
ମାତୃଭୂମୀ ଅଭ୍ୟୁଦୟ ଅଭିଯାନ (MAA)-ମୟୂରଭଞ୍ଜ ରେ ଯୋଗଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିବାରୁ ଧନ୍ୟବାଦ | ଆମର ଉଦ୍ୟମର ସଫଳତା ପାଇଁ ଆପଣଙ୍କର ପ୍ରତିବଦ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ଆମେ ଆପଣଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ | ଆନୁଷ୍ଠାନିକ ଭାବରେ MAA-ମୟୂରଭଞ୍ଜ ପାଇଁ ଜଣେ ସମର୍ଥକ ଏବଂ ସେଚ୍ଛାସେବୀ ଭାବରେ ପଞ୍ଜୀକୃତ ହେବା ପାଇଁ ଦୟାକରି ନିମ୍ନଲିଖିତ ଫର୍ମ ପୂରଣ କରନ୍ତୁ |
The Matrubhumi Abhudaya Abhiyan (MAA) is a social awareness and advancement initiative of Divya Nur Foundation. Divya Nur firmly believes in the concept of individual social responsibility towards the development of our
Matrubhumi , which is the driving force behind the MAA project. The primary goals of MAA include fostering awareness of individual social responsibility, creating a citizen-based platform, and collaboratively addressing community development issues in partnership with various organizations, associations, and administrations.
Divya Nur recognizes that Mother Earth is our shared Matrubhumi. To truly serve (seva) Mother Earth, we must start from the place of our birth, the place that initially connected us with Mother Earth. Our efforts will gradually extend from the local level to states, nations, and eventually the entire world.
MAA has embarked on its journey from Mayurbhanj, symbolizing a commitment to the mission of personal social responsibility inspired by the founder of the Divya Nur Foundation, whose birthplace is Mayurbhanj.
Thank you for expressing interest in joining Matrubhumi Abhudaya Abhiyan (MAA) - Mayurbhanj. Your commitment is vital to the success of our initiative, and we are excited to have you on board. Please take a moment to complete the following form to officially register as a supporter and volunteer for MAA-Mayurbhanj.
For More Information:
WhatsApp: 8080139139 / Email : seva@maamayurbhanj.in