SET 1 UGC NET
ଦୟାକରି ନିଜର ସଠିକ email ଲେଖନ୍ତୁ ନଚେତ submit ହେବନାହିଁ ।
Sign in to Google to save your progress. Learn more
1) ବଜ୍ରଯାନର ପ୍ରଧାନ ଦେବତା କିଏ?
1 point
Clear selection
2) "ମୁଁ ସତ୍ୟ ଧର୍ମା କହୁଛି" ପ୍ରବନ୍ଧ କିଏ ଲେଖିଥିଲେ?
1 point
Clear selection
3) ନୃସିଂହ ପୁରାଣର କବି କିଏ?
1 point
Clear selection
4) ପ୍ରଥମ ଓଡିଆ ଗଳ୍ପ ସଂକଳନର ନାମ କଣ?
1 point
Clear selection
5) ମଙ୍ଗଳେ ଆଇଲା ଉଷା କେଉଁ କାବ୍ୟର ପଦବିଶେଷ?
1 point
Clear selection
6) କେଉଁ ଦାର୍ଶନିକଙ୍କୁ ରୋମନ୍ଟିକ କାବ୍ୟ ଦର୍ଶନର ଗୁରୁ କୁହାଯାଏ?
1 point
Clear selection
7) ଅଭିନବ ଗୁପ୍ତ କିଏ?
1 point
Clear selection
8) ଗୀତଗୋବିନ୍ଦରେ ମୋଟ କେତୋଟି ତାଳ ବ୍ୟବହାର କରାଯାଇଛି?
1 point
Clear selection
9) ଅଥର୍ବବେଦରେ ବକ୍ରୋକ୍ତିକୁ କେଉଁ ଅର୍ଥରେ ବ୍ୟବହାର କରାଯାଇଛି?
1 point
Clear selection
10) ଅଳଙ୍କାର ଅର୍ଥ କଣ?
1 point
Clear selection
11) ଆର୍ଯ୍ୟସମାଜର ମୁଖ୍ୟ ପୁରୋଧା କିଏ?
1 point
Clear selection
12) କେବେ ମୁଦ୍ରଣ ଜନ୍ତ୍ରର ଉଦ୍ଭାବନ ହେଲା?
1 point
Clear selection
13) କିଏ 2011 ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ?
1 point
Clear selection
14) କାହା ଦ୍ଵାରା ଓଡିଆ ସାହିତ୍ୟରେ ପ୍ରଥମେ ନାଟକର ଭିତ୍ତିଭୂମି ସ୍ଥାପିତ ହୋଇଥିଲା?
1 point
Clear selection
15) କାହାକୁ କବିସୂର୍ଯ୍ୟ ଉପାଧିରେ ଭୂଷିତ କରାଯାଇଛି?
1 point
Clear selection
16) ଓଡିଶାର ତନ୍ତ୍ର ସଂସ୍କୃତି ନାମକ ପୁସ୍ତକ କେଉଁ ସଂସ୍ଥା ତରଫରୁ ପ୍ରକାଶ ପାଇଥିଲା?
1 point
Clear selection
17) ତନ୍ତୀକାର ଉପନ୍ୟାସ କେବେ ପ୍ରକାଶ ଲାଭ କରିଥିଲା?
1 point
Clear selection
18) ପ୍ରଥମ ଓଡିଆ ଲୋକ ସାହିତ୍ୟ ସଂଗ୍ରାହକ କିଏ?
1 point
Clear selection
19) ନିମ୍ନୋକ୍ତ କେଉଁଟି କୁଞ୍ଜବିହାରୀ ମହାନ୍ତିଙ୍କ ଉପନ୍ୟାସ ନୁହେଁ?
1 point
Clear selection
20) ବାସନ୍ତୀ ଉପନ୍ୟାସକୁ କେତେ ଜଣ ମିଶି ଲେଖିଥିଲେ?
1 point
Clear selection
Submit
Clear form
This content is neither created nor endorsed by Google.