ଉଇକିମାନିଆ ୨୦୧୮ - ଅଂଶଗ୍ରହଣକାରୀଙ୍କଠାରୁ ଆପଣ କଣ ଆଶାକରନ୍ତି?
ଏହି ବର୍ଷ ୫ ଜଣ ଓଡ଼ିଆ ଉଇକିଆଳି ଦକ୍ଷିଣ ଆଫ୍ରିକାର କେପଟାଉନଠାରେ ଜୁଲାଇ ୧୮ ତାରିଖରେ ଆରମ୍ଭ ହେବାକୁ ଥିବା ଉଇକିମାନିଆରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି । ସେମାନେ କେଉଁ କେଉଁ ବିଷୟରେ ସେଠାରୁ କିଛି ଅଧିକ ଜିନିଷ ଶିଖି ଆସିଲେ ଆପଣଙ୍କ ପାଇଁ ଓ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପସମୂହ ପାଇଁ ଉପଯୋଗୀ ହେବ ତାହା ଜାଣିବା ପାଇଁ ଏହି ସର୍ଭେ । ଦୟାକରି ତଳେ ନିଜ ମତ ଉଲ୍ଲେଖ କରିବେ । ଆପଣ ନିଜ ନାଁ/ବ୍ୟବହାରକାରୀ ନାମ ଚାହିଁଲେ ଉଲ୍ଲେଖ କରିପାରିବେ । ତାହା ବାଧ୍ୟତାମୂଳକ ନୁହେଁ ।
ଉଇକିମାନିଆ ଭଳି ସମ୍ମିଳନୀରେ ଭାଗ ନେବା ଦ୍ୱାରା ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକର (ଓଡ଼ିଆ ଉଇକିପିଡ଼ିଆ, ଉଇକିପାଠାଗାର ଓ ଉଇକିଅଭିଧାନ ଆଦି) କିଛି ଲାଭ ହୁଏ ବୋଲି ଆପଣ ଭାବନ୍ତି କି? *
Next
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service