ସୂଚନା: ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯଥା; ଆପଣଙ୍କ ନାମ ଓ ଇମେଲ ଠିକଣା କାହାକୁ ଦିଆଯିବ ନାହିଁ । ଆମେ ବୋଧେ ଆପଣ ଉଇକିପିଡ଼ିଆ ବା ଏହାର ବାକି ପ୍ରକଳ୍ପରେ ସମ୍ପାଦନା ଜାରି ରଖିଲେ ଆପଣଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଏହା ବ୍ୟବହାର କରିବୁ । ଯଦି ଆପଣ ମେଲ ଯୋଗେ କୌଣସି ଯୋଗାଯୋଗ ନ ଚାହାଁନ୍ତି ତେବେ ପ୍ରକୃତ ନାମ ଓ ଇମେଲ ଦିଅନ୍ତୁ ନାହିଁ । ଆପଣଙ୍କର ଗୋପନୀୟତାକୁ ଆମେ ସମ୍ମାନ ଦେଉ, ଏହି ତଥ୍ୟ କେବଳ ପରିଚାଳନାକାରୀ ସଭ୍ୟଙ୍କ ବ୍ୟବହାର ନିମନ୍ତେ ।
......................
ଓଡ଼ିଆ ଉଇକିପିଡ଼ିଆ (
https://or.wikipedia.org) ଅନଲାଇନରେ ଉପଲବ୍ଧ ଓଡ଼ିଆ ଭାଷାର ଏକ ମୁକ୍ତ ଜ୍ଞାନକୋଷ । ଚଳିତ ମାସ ୨୯ ତାରିଖରେ ଏହାର ୯ମ ବାର୍ଷିକ ଜନ୍ମତିଥି ଭୁବନେଶ୍ଵରର ଏକାଡେମି ଅଫ ମିଡ଼ିଆ ଲର୍ଣ୍ଣିଙ୍ଗରେ ଅପରାହ୍ଣ ୪ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପରିବାର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ କରୁଛି ।
Venue: Academy of Media Learning, M-6, Samanta Vihar Bhubaneswar – 751017
Google map:
http://goo.gl/tdRFQ