Registration form - 2nd, Bhubaneswar Odia Wiki Workshop
ସୂଚନା: ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯଥା: ଆପଣଙ୍କ ନାମ ଓ ଇମେଲ ଠିକଣା କାହାକୁ ଦିଆଯିବ ନାହିଁ । ଆମେ ବୋଧେ ଆପଣଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଏସବୁ ବ୍ୟବହାର କରିପାରୁ । ଯଦି ଆପଣ ଉଇକିପିଡ଼ିଆ ବା ଏହାର ବାକି ପ୍ରକଳ୍ପରେ କିଛି ସମ୍ପାଦନା କଲେ ଆପଣଙ୍କୁ ଯୋଗାଯୋଗ କରିବା ନିମନ୍ତେ ଏହା ବ୍ୟବହାର କରିବୁ । ଯଦି ଆପଣ ମେଲ ଯୋଗେ କୌଣସି ଯୋଗାଯୋଗ ନ ଚାହାଁନ୍ତି ତେବେ ପ୍ରକୃତ ନାମ ଓ ଇମେଲ ଦିଅନ୍ତୁ ନାହିଁ । ଆପଣଙ୍କର ଗୋପନୀୟତାକୁ ଆମେ ସମ୍ମାନ ଦେଉ, ଏହି ତଥ୍ୟ କେବଳ ପରିଚାଳନାକାରୀ ସଭ୍ୟଙ୍କ ବ୍ୟବହାର ନିମନ୍ତେ ।
.......................

ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ଓଡ଼ିଆ ଭାଷାର ଜ୍ଞାନକୋଷକୁ ଖୋଲା ଓ ମାଗଣାରେ ଉପଲବ୍ଧ କରାଇବାର ଏକ ପ୍ରୟାସ । ଭୁବନେଶ୍ଵର ଠାରେ ଆସନ୍ତା ଉତ୍କଳ ଦିବସ (ଏପ୍ରିଲ ୧ ତାରିଖ) ଦିନ ଏକ କର୍ମଶାଳା ମାଧ୍ୟମରେ ଆମେ ଲୋକମାନଙ୍କୁ ଏଥିରେ କିପରି ସମ୍ପାଦନା କରାଯାଏ ତାହା ଶିଖାଇବୁ । ଅନେକେ ହୁଏତ ଜାଣିନଥିବେ ଯେ ସେମାନେ ମଧ୍ୟ ଉଇକିପିଡ଼ିଆରେ ଲେଖିପାରିବେ, ଆମେ ଏଠାରେ ଆପଣଙ୍କୁ ନିଜ ପସନ୍ଦର ପ୍ରସଙ୍ଗମାନ ଲେଖିବା, ସମ୍ପାଦନ କରିବା ଓ ସୁଧାରିବାରେ ସହଯୋଗ କରିବୁ ।

Odia Wikipedia Workshop is intended to tell people that even they can edit Wikipedia in Odia. We will support you to edit Odia Wikipedia, enhance articles of your choice and how it will help you improving your writing skill and build a free encyclopedia in Odia language.

Venue:
Webrains Solutions Private Limited,
Infocity, Near Gulf Club,
Patia, Bhubaneswar - 751 010
Odisha , India

Time: 10.30 AM, 1 April, Utkala Dibasa

Visit https://or.wikipedia.org/wiki/WP:MBBS2 to know more.

Name *
Type your full name (ଆପଣଙ୍କ ପୁରା ନାମ ଦିଅନ୍ତୁ)
Your answer
Email (ଇ-ମେଲ) *
Your e-mail address
Your answer
Organization *
Your current organization or community (ଆପଣ କାମ କରୁଥିବା ସଙ୍ଗଠନର ପୁରା ନାମ)
Your answer
Location (ଆପଣ କେଉଁଠାରେ ରହନ୍ତି) *
Which city/town/village you live in
Your answer
Username
Your Wikipedia username (if you have any)
Your answer
Why you want to attend this Odia Wikipedia Workshop? (ଆପଣ କାହିଁକି ଏହି କର୍ମଶାଳାଟିରେ ଭାଗ ନେବାକୁ ଇଚ୍ଛୁକ?)
Tell us what would like to learn from this workshop.
Your answer
Submit
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service