Registration form - Anugul Odia Wiki Workshop
ସୂଚନା: ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଯଥା: ଆପଣଙ୍କ ନାମ ଓ ଇମେଲ ଠିକଣା କାହାକୁ ଦିଆଯିବ ନାହିଁ । ଆମେ ବୋଧେ ଆପଣଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଏସବୁ ବ୍ୟବହାର କରିପାରୁ । ଆପଣ ଉଇକିପିଡ଼ିଆ ବା ଏହାର ବାକି ପ୍ରକଳ୍ପରେ କିଛି ସମ୍ପାଦନା କଲେ ଆପଣଙ୍କୁ ଯୋଗାଯୋଗ କରିବା ନିମନ୍ତେ ଏହା ବ୍ୟବହାର କରିବୁ । ଯଦି ଆପଣ ମେଲ ଯୋଗେ କୌଣସି ଯୋଗାଯୋଗ ନ ଚାହାଁନ୍ତି ତେବେ ପ୍ରକୃତ ନାମ ଓ ଇମେଲ ଦିଅନ୍ତୁ ନାହିଁ । ଆପଣଙ୍କର ଗୋପନୀୟତାକୁ ଆମେ ସମ୍ମାନ ଦେଉ, ଏହି ତଥ୍ୟ କେବଳ ପରିଚାଳନାକାରୀ ସଭ୍ୟଙ୍କ ବ୍ୟବହାର ନିମନ୍ତେ ।
.......................
ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ଓଡ଼ିଆ ଭାଷାର ଜ୍ଞାନକୋଷକୁ ଖୋଲା ଓ ମାଗଣାରେ ଉପଲବ୍ଧ କରାଇବାର ଏକ ପ୍ରୟାସ । ନାଲକୋନଗର (ଅନୁଗୋଳ) ଠାରେ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଦିନ ଏକ କର୍ମଶାଳା ମାଧ୍ୟମରେ ଆମେ ଲୋକମାନଙ୍କୁ ଏଥିରେ କିପରି ସମ୍ପାଦନା କରାଯାଏ ତାହା ଶିଖାଇବୁ । ଅନେକେ ହୁଏତ ଜାଣିନଥିବେ ଯେ ସେମାନେ ମଧ୍ୟ ଉଇକିପିଡ଼ିଆରେ ଲେଖିପାରିବେ, ଆମେ ଏଠାରେ ଆପଣଙ୍କୁ ନିଜ ପସନ୍ଦର ପ୍ରସଙ୍ଗମାନ ଲେଖିବା, ସମ୍ପାଦନ କରିବା ଓ ସୁଧାରିବାରେ ସହଯୋଗ କରିବୁ ।

Odia Wikipedia Workshop is intended to tell people that even they can edit Wikipedia in Odia. We will support you to edit Odia Wikipedia, enhance articles of your choice and how it will help you improving your writing skill and build a free encyclopedia in Odia language. This workshop is intended on 30 March 2012, Friday.

Venue: National Institute of Computer Education (NICE),
National Institute of Computer Education
Zenesys Technical House,
F.C.I. Road, Nalconagar

Time: 10.00 AM, 30 March 2012

Visit https://or.wikipedia.org/wiki/WP:MANG1 to know more.

Name (ନାମ) *
Type your full name (ଆପଣଙ୍କ ପୁରା ନାମ ଦିଅନ୍ତୁ)
Your answer
Email (ଇ-ମେଲ) * *
Your e-mail address
Your answer
Organization
Your current organization or community (ଆପଣ କାମ କରୁଥିବା ସଙ୍ଗଠନର ପୁରା ନାମ)
Your answer
Your Wikipedia Username
Your Wikipedia username (if you have any)
Your answer
Your Mobile No
Please don't share if you don't wish to
Your answer
Submit
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service