ଲିଙ୍ଗୁଆ ପ୍ରକଳ୍ପରେ ଯୋଗଦେବାକୁ ମନବଳାଇଥିବାରୁ ଅଶେଷ ସାଧୁବାଦ!
ଗ୍ଲୋବାଲ ଭଏସେସ ଲିଙ୍ଗୁଆ ପ୍ରକଳ୍ପ ସ୍ୱେଚ୍ଛାସେବୀ ଅନୁବାଦକମାନଙ୍କ ଦେଇ ଗ୍ଲୋବାଲ ଭଏସେସ କାହାଣୀମାନଙ୍କୁ ବହୁଗୁଣିତ କରିବାରେ ସହଯୋଗ କରିଥାଏ । ୩୦ରୁ ଅଧିକ ଭାଷାକୁ ଅନୁଦିତ ହୋଇ ଅଣ-ଇଂରାଜୀ ଭାଷୀ ବ୍ଲଗର ଓ ଗ୍ଲୋବାଲ ଭଏସେସର ପାଠକମାନଙ୍କ ଭିତରେ ଏହା ଯୋଗାଯୋଗର ଏକ ଧାରା ତିଆରି କରିଥାଏ ।

ଆମେ ଆମର ଭାଷାମାନଙ୍କରୁ ଇଂରାଜୀକୁ ଅନୁବାଦ କରିବା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ କିମ୍ବା ଖବର ଲିଖନ ପାଇଁ ଲେଖକମାନଙ୍କୁ ଆମନ୍ତ୍ରଣ କରୁଛୁ । ଆପଣ ଜଣେ ଅନୁବାଦକ ନ ହୋଇଥିଲେ ବି ଆହୁରି ଅନେକ ବାଟ ଅଛି ସହଯୋଗ କରିବା ପାଇଁ !

ଜଗତ ସାରା ୫୦୦ରୁ ଅଧିକ ଲୋକଙ୍କୁ ନେଇ ଆମର ଏକ ସମୂହ ଅଛି । ଆମ ସହ ଯୋଗ ଦେବା ପାଇଁ ଆପଣଙ୍କୁ କେବଳ ଏହି ଆବେଦନ ଫର୍ମରେ ଆବେଦନ କରିବାକୁ ହେବ । ଆମର ସମ୍ପାଦକ ଆପଣଙ୍କୁ ଆଗକୁ ସାହାଯ୍ୟ କରିବା ପାଇଁ ଯୋଗାଯୋଗ କରିବେ ।



ଇମେଲ *
Your answer
ପ୍ରଥମ ନାମ *
Your answer
ସାଙ୍ଗିଆ *
Your answer
ଆପଣ କେଉଁ ଦେଶରେ ରହନ୍ତି?
Your answer
ଗ୍ଲୋବାଲ ଭଏସେସ ବାବଦରେ ଆପଣ କିପରି ଜାଣିଲେ? *
Your answer
ମୂଳ ଭାଷା *
ଆପଣ କେଉଁ ଭାଷାରୁ ଅନୁବାଦ କରିପାରିବେ
Required
ମୂଳ ଭାଷା *
ଆପଣଙ୍କ ମାତୃଭାଷା ଓ ଅନ୍ୟ ଯେଉଁ ଭାଷାକୁ ଆପଣ ଅନୁବାଦ କରିପାରିବେ
Required
ଜଣେ ଅନୁବାଦକ ଭାବେ ସହଯୋଗ କରିବା
କୌଣସି ବିଦ୍ଧିବଦ୍ଧ ଯୋଗ୍ୟତା ଲୋଡ଼ା ନାହିଁ କିମ୍ବା ଅଳ୍ପ କିଛି ଅଭିଜ୍ଞତାରେ ଚଳିବ ।
ଆମ ପାଇଁ ମାସକରେ ଆପଣ କେତୋଟି ଲେଖା ଅନୁବାଦ କରିପାରିବେ? *
ନିଜର ଆଗ୍ରହ ଓ ବେଗକୁ ନେଇ ଆପଣ ଚାହିଁଲେ ଯେତେ ଅଧିକ ବା କମ ଅନୁବାଦ କରିପାରିବେ!
Your answer
ଅନୁବାଦ ଅଭିଜ୍ଞତା
ଯଦି କିଛି ରହିଛି; ଆମେ ଛାତ୍ରମାନଙ୍କୁ ଓ ଆଗ୍ରହୀ ଅଳ୍ପ ଅଭିଜ୍ଞ ଅନୁବାଦକମାନଙ୍କୁ ଯୋଗଦେବାକୁ ଆମନ୍ତ୍ରଣ କରୁଛୁ
Your answer
ଆଗ୍ରହ ଥିବା ବିଷୟ
ବିଶେଷ କରି କେଉଁ କେଉଁ ଅଞ୍ଚଳ, ଦେଶ, ଅସୁବିଧା ଏବଂ ବିଷୟରେ ଆପଣଙ୍କର ଆଗ୍ରହ ରହିଛି?
Your answer
ସହଯୋଗ କରିବାର ବାକି ବାଟ
ସମୂହଟିଏକୁ ଚଲାଇ ରଖିବା ପାଇଁ କେବଳ ଅନୁବାଦ କରିବାକୁ ବାଦ ଦେଇ ଆହୁରି ଅନେକ କିଛି କରିପାରିବେ!
ମୁଁ ଏହି ସବୁଥିରେ ସହଯୋଗ କରିପାରିବି:
ଦରକାର ପଡ଼ିଲେ ତାଲିମ ଦିଆଯିବ ଓ ସବୁବେଳେ ସହଯୋଗ କରାଯିବ
ଆପଣ ମାସକୁ କେତେ ଘଣ୍ଟା ଏହି କାମରେ ବିନିଯୋଗ କରିପାରିବେ?
ଆପଣ ଚାହିଁଲେ ଯେତେ ଅଧିକ କିମ୍ବା କମ ସମୟ ଦେଇପାରିବେ, ନିଜ ସୁବିଧାନୁସାରେ ଏହା ଜଣାନ୍ତୁ!
Your answer
ବ୍ଲଗିଙ୍ଗ ଓ ସୋସିଆଲ ନେଟୱାର୍କ
ଯଦି ଆପଣଙ୍କର ବ୍ଲଗଟିଏ ଥାଏ କିମ୍ବା ଯଦି ଆପଣ ଜଣେ ସୋସିଆଲ ନେଟୱର୍କ ବ୍ୟବହାରକାରୀ ହୋଇଥାନ୍ତି ତେବେ ଆମକୁ ଜଣାନ୍ତୁ!
ଆପଣଙ୍କ ବ୍ଲଗ\
Your answer
ଆପଣଙ୍କ ଟୁଇଟର ହ୍ୟାଣ୍ଡଲ
ଆମର ହେଲା @globalvoices
Your answer
ଆପଣଙ୍କ ଫେସବୁକ ପ୍ରଫାଇଲ
Your answer
ଅନ୍ୟାନ୍ୟ...
(Google+, Flickr, YouTube, ଆଦି)
Your answer
Submit
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service