JavaScript isn't enabled in your browser, so this file can't be opened. Enable and reload.
Odia UGC Net Online Test
This question are based on Odia UGC Net question pattern. Practice free online UGC NET Odia Mock Test exam series 2021 by dark odisha blogspot.
Sign in to Google
to save your progress.
Learn more
* Indicates required question
Enter Your Name
*
Your answer
Enter Your Email
*
Your answer
1. ସ୍ଵରାଜ ସଙ୍ଗୀତ ନାମକ ପ୍ରାଚୀର ପତ୍ର କେଉଁ ସ୍ଥାନରେ ଛପା ଯାଇଥିଲା ?
*
1 point
ସମ୍ବଲପୁର
ପୁରୀ
କଟକ
ଇଞ୍ଚୁଡି
2. ମାଦଳାପାଞ୍ଜିର ସମୁଦାୟ କେତୋଟି ନକଲ କରାଯାଇଥିଲା ?
1 point
୧
୩
୪
୨
Clear selection
3. ଲୀଳାବତୀ ନାମକ କାଳ୍ପନିକ ଗ୍ରନ୍ଥର ସ୍ରଷ୍ଟା କିଏ ?
1 point
ଯଶୋବନ୍ତ ଦାସ
ରଘୁନାଥ ହରିଚନ୍ଦନ
ଉପେନ୍ଦ୍ର ଭଞ୍ଜ
ବଳରାମ ଦାସ
Clear selection
4. ଖୁଦୁରୁକୁଣୀ ଓଷା ପୁସ୍ତକ କିଏ ଲେଖିଥିଲେ ?
1 point
ଗୋପୀନାଥ ଦାସ
ଗୋପୀନାଥ ହରିଚନ୍ଦନ
କୃଷ୍ଣକେଶବ ଦାସ
ମାର୍କଣ୍ଡ ଦାସ
Clear selection
5. ଉତ୍କଳର ଗାଉଁଲି ଗୀତି’ କବିତାର କବି କିଏ ?
1 point
କେଦାରନାଥ ମହାପାତ୍ର
ଚକ୍ରଧର ମହାରଣା
ଚକ୍ରଧର ଦାସ
ଚକ୍ରଧର ମହାପାତ୍ର
Clear selection
6. ‘ସପ୍ତମ ଋତୁ’ କବିତାଟି କିଏ ଲେଖିଥିଲେ ।
1 point
ରାମାକାନ୍ତ ରଥ
ରାମାକାନ୍ତ ଦାସ
ଚନ୍ଦ୍ରଶେଖର ଦାସ
ଦାଶରଥି ଦାସ
Clear selection
7. “ଯୁଦ୍ଧ” କବିତାର କବି କିଏ ?
1 point
ଗୋପୀନାଥ ମହାନ୍ତି
ଗୋପୀନାଥ ଦାସ
ଗୋପୀନାଥ ସାହୁ
ଗୋପୀନାଥ ରାୟ
Clear selection
8. ହରିବଂଶ କେତେ ଭାଗରେ ବିଭକ୍ତ ?
1 point
1
18
7
8
Clear selection
9. 'ଦି ବୈତରଣୀ' ସମ୍ବାଦପତ୍ରର ପ୍ରତିଷ୍ଠାତା କିଏ ଅଟନ୍ତି?
1 point
ତଥାଗତ ଶତପଥୀ
ଲକ୍ଷ୍ମୀନାରାୟଣ ସାହୁ
ମନୋଜ ଦାସ
ହରିହର ବିଦ୍ୟାଧର
Clear selection
10. 'ଟୀକା ଗୋବିନ୍ଦଚନ୍ଦ୍ର' କିଏ ରଚନା କରିଅଛନ୍ତି?
1 point
ଯୋଗୀନ୍ଦ୍ର ଦୈବଜ୍ଞ ବିପ୍ର
ରାଜା ଗୋବିନ୍ଦ ଚନ୍ଦ୍ର
ହାଡିପା
ଯଶୋବନ୍ତ ଦାସ
Clear selection
11. 'ଅତୀତର ବର୍ଣ୍ଣବୋଧ' ପୁସ୍ତକର ରଚୟିତା କିଏ ଅଟନ୍ତି?
1 point
ସଚ୍ଚିଦାନନ୍ଦ ମିଶ୍ର
ସଚ୍ଚିଦାନନ୍ଦ ରାଉତରାୟ
ଚକ୍ରଧର ମହାପାତ୍ର
ଗୋପବନ୍ଧୁ ଦାସ
Clear selection
12. 'ବ୍ରହ୍ମାଣ୍ଡ ଗୀତା' କାହାର ରଚନା ଅଟେ?
1 point
ଅରକ୍ଷିତ ଦାସ
ଯଶୋବନ୍ତ ଦାସ
ଜଗନ୍ନାଥ ଦାସ
ଶିଶୁଅନନ୍ତ ଦାସ
Clear selection
13. କେଉଁ ଧ୍ୱନି ଉଚ୍ଚାରଣରେ ସ୍ଵରଯନ୍ତ୍ରରେ କମ୍ପନ ଥାଏ?
1 point
ଫୋନିମ୍
ବର୍ଣ୍ଣ
ସଘୋଷ
ସ୍ଵର ଲହର
Clear selection
14. ରହସ୍ୟ ମଞ୍ଜରି କାବ୍ୟର କବି କିଏ?
1 point
କାର୍ତ୍ତିକ ଦାସ
ଚାନ୍ଦ ଦାସ
ଭକ୍ତଚରଣ ଦାସ
ଦେବଦୁଲ୍ଲଭ ଦାସ
Clear selection
15. ଅଁଳା ନବମୀ କେଉଁ ମାସରେ ପଡେ?
1 point
ମାର୍ଗଶିର
ପୌଷ
କାର୍ତ୍ତିକ
ଶ୍ରାବଣ
Clear selection
16. ନିଆଁଖୁଣ୍ଟା ପତ୍ରିକାର ପ୍ରକାଶକ କିଏ?
1 point
ଗୋଦାବରୀଶ ମହାପାତ୍ର
ରବି ସିଂ
ବ୍ରଜସୁନ୍ଦର ଦାସ
ଗୋଦାବରୀଶ ମିଶ୍ର
Clear selection
17. ତପସ୍ଵିନୀ କାବ୍ୟରେ କେଉଁ ନଦୀର ବର୍ଣ୍ଣନା ରହିଛି?
1 point
ଗଙ୍ଗା
ବୈତରଣୀ
ମାଳିନୀ
ତମସା
Clear selection
18. ନନ୍ଦ ଉତ୍ସବ କେବେ ପଡେ?
1 point
ଭାଦ୍ରବ
ଚୈତ୍ର
ଅଷାଢ
ଶ୍ରବଣ
Clear selection
19. ରଜ ଦୋଳି ଗୀତରେ କେଉଁ ମାନଙ୍କ ମାନସିକତା ଫୁଟି ଉଠେ?
1 point
ପୁରୁଷ ମାନଙ୍କର
କିଶୋରୀ ମାନଙ୍କର
ବିଧବା ସ୍ତ୍ରୀ ମାନଙ୍କର
ବୁଢା ଓ ବୁଢୀ ମାନଙ୍କର
Clear selection
20. ଓଡିଆ ଭାଷା କେଉଁଥିରୁ ଆସିଛି?
1 point
ପୂର୍ବୀମାଗଧୀ ଅପଭ୍ରଂଶ
ପଶ୍ଚିମୀ ମାଗଧୀ ଅପଭ୍ରଂଶ
ବଙ୍ଗଳା
ମୈଥିଳୀ
Clear selection
21. ବଜ୍ରଯାନର ପ୍ରବର୍ତ୍ତକ କିଏ?
1 point
ଲକ୍ଷ୍ମୀଙ୍କରା
ଇନ୍ଦ୍ରଭୂତି
ଶବରିପା
ରାହୁଳ ସଙ୍କୃତ୍ୟୟନ
Clear selection
22. ଅପରାହ୍ନର ଛାଇ ଗୀତିକବିତା କେଉଁ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା?
1 point
2000
2005
2009
2014
Clear selection
23. ପ୍ରଥମ ଜ୍ଞାନପୀଠ ପୁରସ୍କାର କିଏ ପାଇଥିଲେ?
1 point
ବି.ଶଙ୍କର କୁରୁପ
ମାନସ୍ଵିନୀ ଦାସ
ଗୋପୀନାଥ ମହାନ୍ତି
ପ୍ରତିଭା ରାୟ
Clear selection
24. ଅମୃତର ସନ୍ତାନ ଉପନ୍ୟାସଟି କେବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା?
1 point
1936 ମସିହା
1945 ମସିହା
1955 ମସିହା
1956 ମସିହା
Clear selection
25. ସମାଜ ପତ୍ରିକାର ଆରମ୍ଭ କେବେ ହୋଇଥିଲା?
0 points
1919 ମସିହା
1920 ମସିହା
1921 ମସିହା
1925 ମସିହା
Clear selection
26. ଗୌଡୀୟ ବୈଷ୍ଣବ ଅଭିଧାନ କାହାର କୃତି?
1 point
ଶ୍ରୀ ଚୈତନ୍ୟ
ହରିହର ଦାସ
ହରିହର ମହାପାତ୍ର
ଫକୀରମୋହନ ସେନାପତି
Clear selection
27. ବିପ୍ଳବୀ ଏକାଙ୍କିକା କେଉଁ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ଅଟେ?
1 point
ସାମାଜିକ
ଐତିହାସିକ
ରାଜନୈତିକ
କୌଣସିଟି ନୁହେଁ
Clear selection
28. ଭରତଙ୍କ ନାଟ୍ୟଶାସ୍ତ୍ରରେ ରସ ସଂଖ୍ୟା କେତେ?
1 point
5
8
9
10
Clear selection
29. ଶେଷ ଶ୍ରାବଣ ନାଟକ କିଏ ରଚନା କରିଛନ୍ତି?
1 point
ରଜତ କୁମାର କର
କାର୍ତ୍ତିକ ଘୋଷ
ବସନ୍ତ ମହାପାତ୍ର
ମନୋରଞ୍ଜନ ଦାସ
Clear selection
30. ସଂସାର ପତ୍ରିକାର ସମ୍ପାଦକ କିଏ?
1 point
ରାମକୃଷ୍ଣ ଓଝା
ରାମକୃଷ୍ଣ ନନ୍ଦ
ଅନନ୍ତ ପଟ୍ଟନାୟକ
ଶଙ୍କର ପ୍ରସାଦ ମିଶ୍ର
Clear selection
31. ଗୋଧୂଳି ଲଗ୍ନ ପତ୍ରିକା କେବେ ଆରମ୍ଭ ହୋଇଥିଲା?
1 point
1978 ମସିହା
1979 ମସିହା
1980 ମସିହା
1982 ମସିହା
Clear selection
32. ତ୍ରିବେଣୀ ଅମାବାସ୍ୟା କେଉଁ ମାସରେ ପଡେ?
1 point
ଭାଦ୍ରବ
ପୌଷ
ଚୈତ୍ର
ମାଘ
Clear selection
33. ଯାଯାବର ନାଟକ କାହାର ରଚନା?
0 points
ବିଶ୍ଵଜିତ ଦାସ
ବିଜୟ ମିଶ୍ର
ହରିହର ମିଶ୍ର
ରମେଶ ପାଣିଗ୍ରାହୀ
Clear selection
34. ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ କିମ୍ବା ସ୍ଵର ବର୍ଣ୍ଣର ମିଳନକୁ କଣ କୁହନ୍ତି?
1 point
ସମାସ
ସନ୍ଧି
ସ୍ଵର ସନ୍ଧି
ବ୍ୟଞ୍ଜନ ସନ୍ଧି
Clear selection
35. ଯାହା ନିମିତ୍ତ କ୍ରିୟା ସାଧିତ ହୁଏ ତାହାକୁ କେଉଁ କାରକ କୁହନ୍ତି?
1 point
ଅପାଦାନ କାରକ
ଅଧିକରଣ କାରକ
ସମାପିକା କାରକ
ନିମିତ୍ତ କାରକ
Clear selection
36. ପାଟଦେଇ ଗଳ୍ପର ରଚୟିତା କିଏ?
1 point
ଅଖିଳ ମୋହନ ପଟ୍ଟନାୟକ
ବାମାଚାରଣ ମିତ୍ରା
ମାଜୋଜ ଦାସ
ବୀଣାପାଣି ମହାନ୍ତି
Clear selection
37. କେଶବ କୋଇଲି କାହାର କୃତି ଅଟେ?
1 point
ମରକନ୍ଦ ଦାସ
ମକରନ୍ଦ ଦାସ
ବତ୍ସ ଦାସ
ମାର୍କଣ୍ଡ ଦାସ
Clear selection
38. ଧ୍ୱନିବାଦର ପ୍ରବକ୍ତା କିଏ?
1 point
ଗଉରହରି ଦାସ
ଜଗନ୍ନାଥ
ଆନନ୍ଦ ବର୍ଦ୍ଧନ
ଭାରତ ମୁନୀ
Clear selection
39. ଅର୍ଥବୋଧକ ବର୍ଣ୍ଣ ବା ବର୍ଣ୍ଣସମଷ୍ଟିକୁ କଣ କୁହାଯାଏ?
1 point
ଧାତୁ
ଶବ୍ଦ
ପଦ
ସର୍ବନାମ
Clear selection
40. ଆସନ୍ତାକାଲି ପତ୍ରିକାଟି ପ୍ରଥମେ କେଉଁଠାରୁ ପ୍ରକାଶ ପାଉଥିଲା?
1 point
ବାଲେଶ୍ଵର
କଲିକତା
କଟକ
ଦିଲ୍ଲୀ
Clear selection
41. ଉପରଟା ସମତୁଲ ଭାଙ୍ଗିଦେଲେ କଇଁ ଫୁଲ: ଏହି ନାଁ ଦିଆର ଉତ୍ତର କଣ?
1 point
ଛତୁ
ନଡିଆ
କୋଡି
କହୁଣୀ
Clear selection
42. ମକର ସଙ୍କରାନ୍ତି କେଉଁ ମାସରେ ପଡେ?
1 point
ମାଘ
ମାର୍ଗଶିର
ଚୈତ୍ର
ବୈଶାଖ
Clear selection
43. କାରକକୁ ସମୁଦାୟ କେତେ ଭାଗରେ ବିଭକ୍ତ କରାଯାଇଛି?
1 point
5
6
10
2
Clear selection
44. ଡଗର ପତ୍ରିକାର ସମ୍ପାଦକ କିଏ?
1 point
ଲକ୍ଷ୍ମୀକାନ୍ତ ମହାପାତ୍ର
ରାଧାମୋହନ ମିଶ୍ର
ସୌମ୍ୟରଞ୍ଜନ ପଟ୍ଟନାୟକ
ଦେବା ମହାପାତ୍ର
Clear selection
45. ସାବିତ୍ରୀ ବ୍ରତ କେଉଁ ମାସରେ ପଡେ?
1 point
ଜ୍ୟେଷ୍ଠ
ଆଷାଢ
ଆଶ୍ଵିନ
ଭାଦ୍ରବ
Clear selection
46. ଚିତ୍ରକଳ୍ପର ଇଂରାଜୀ ଶବ୍ଦ କଣ?
1 point
Image
Photo
Smile
Poetic
Clear selection
47. ଓଡିଆ ସାହିତ୍ୟରେ ପ୍ରଥମେ କିଏ ବାସ୍ତବ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ?
1 point
ରାଧାନାଥ ରାୟ
ଗଙ୍ଗାଧର ମେହେର
ରମଶଙ୍କର ରାୟ
ଫକୀରମୋହନ ସେନାପତି
Clear selection
48. ଓଡିଆରେ ସମୁଦାୟ କେତୋଟି ବ୍ୟଞ୍ଜନ ବର୍ଣ୍ଣ ରହିଛି?
1 point
32
34
45
49
Clear selection
49. ବିଶୁଦ୍ଧ ବାକ୍ୟର କେଟିଟୋ ଲକ୍ଷଣ ଥାଏ?
1 point
6
4
2
3
Clear selection
50. ଯମକ ଅଳଙ୍କାରକୁ କେତେ ଭାଗରେ ବିଭକ୍ତ କରାଯାଇଛି?
1 point
2
3
4
5
Clear selection
51. ଧ୍ଵନ୍ୟାଲୋକର ପ୍ରଣେତା କିଏ?
1 point
ଭାମହ
ରାଜଶେଖର
ଆନନ୍ଦବର୍ଦ୍ଧନ
ବିଶ୍ଵନାଥ କବିରାଜ
Clear selection
52. କାବ୍ୟରେ ବ୍ୟବହୃତ ଶବ୍ଦ ସରସ, ସୁନ୍ଦର ଓ ଶ୍ରୁତିପ୍ରିୟ ହେଲେ କେଉଁ ଅଳଙ୍କାର ହୁଏ?
1 point
ଯମକ
ଉତପ୍ରେକ୍ଷା
ଶବ୍ଦାଳଙ୍କର
ଅର୍ଥାଳଙ୍କର
Clear selection
53. ଲଙ୍କାରେ ହଋ ଶବ୍ଦର ଅର୍ଥ କଣ?
1 point
ଶତୃ ଶିବିରରେ ପ୍ରଶଂସା
ନିବିଡ ସମ୍ପର୍କ
ନିରପେକ୍ଷ ଶତୃତା
ଚାଟୁ ବାକ୍ୟ ପ୍ରୟୋଗ କରିବା
Clear selection
54. ଓଡିଆଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରଥମ ମୁଦ୍ରଣ ଜନ୍ତ୍ରର ନାମ କଣ?
1 point
କଟକ ପ୍ରିନ୍ଟିଂ କମ୍ପାନୀ
ଉତ୍କଳ ହିତୈଷିଣୀ ପ୍ରେସ୍
କଟକ ମିଶନ ପ୍ରେସ
ପ୍ରଜାତନ୍ତ୍ର
Clear selection
55. ରସକୁଲ୍ୟା ବୃତ୍ତର ଷଷ୍ଠ ପାଦରେ କେତୋଟି ଅକ୍ଷର ଥାଏ?
1 point
12
15
18
20
Clear selection
56. କେଉଁଟି ନିର୍ଭୁଲ ଶବ୍ଦ?
1 point
ବାଲ୍ମୀକି
ବଲ୍ମୀକି
ବାଲ୍ମୀକୀ
ବଲ୍ମିକୀ
Clear selection
57. ଶବ୍ଦାର୍ଣ୍ଣବ କୋଷଗ୍ରନ୍ଥ କିଏ ରଚନା କରିଥିଲେ?
1 point
ସଂସାରାବର୍ଣ୍ଣ
ବିକ୍ରମାଦିତ୍ର୍ୟ
ନରହରି
ବାଚସ୍ପତି
Clear selection
58. ନିମ୍ନରେ କେଉଁଟି ବିଭୂତି ପଟ୍ଟନାୟକଙ୍କ ଦ୍ଵାରା ରଚିତ ଶିଶୁଗଳ୍ପ ଅଟେ?
1 point
ହସଖୁସି
ମୀନା ବଜାର
କୁନିମୁନି
ମୋ ପେଁକାଳି ବଜେଇ ଦେ
Clear selection
59. ଷଷ୍ଠ ସତୀ କିଏ ଲେଖିଛନ୍ତି?
1 point
ଶ୍ରୀନିବାସ ବେହେରା
ଅଜୟ ସ୍ଵାଇଁ
ବୀଣାପାଣି ମହାନ୍ତି
ପ୍ରତିଭା ରାୟ
Clear selection
60. ଦଶମ ଶତାବ୍ଦୀରେ ପ୍ରଥମେ କିଏ ଗୀତାଭିଧାନ ଲେଖିଥିଲେ?
1 point
ଶ୍ରୀବେର
ଦେବଦତ୍ତ
କବି ଆନ୍ନା
ମଦନପାଳ
Clear selection
61. ଅସମାଜିକ ଡାଏରୀ କିଏ ଲେଖିଥିଲେ?
2 points
ବସନ୍ତ କୁମାର ଶତପଥୀ
ଗଣେଶ୍ଵର ମିଶ୍ର
ମନୋଜ ଦାସ
ରବି ପଟ୍ଟନାୟକ
Clear selection
62. ପାହାଡର ଆତ୍ମକଥା ଏକାଙ୍କିକା କିଏ ଲେଖିଛନ୍ତି?
1 point
ନବ କୁମାର ଦାସ
ସୁରେନ୍ ମହାନ୍ତି
ସୁରେନ୍ଦ୍ର ମହାନ୍ତି
ଗୋପାଳ ଛୋଟରାୟ
Clear selection
63. ଏତିକି ଟିକିଏ ମାଙ୍କଡ ଭୁଇଁକି ମାରେ ଚାପଡ- ଏହି ନାଁ ଦିଆର ଉତ୍ତର କଣ?
2 points
ଶାବଳ
କୋଦାଳ
କୋଡି
ଢିଙ୍କି
Clear selection
64. ଅଭିଶପ୍ତ ଗନ୍ଧର୍ବର ରଚୟିତା କିଏ?
1 point
ମହାପାତ୍ର ନୀଳମଣି ସାହୁ
ମନୋଜ ଦାସ
ପ୍ରତିଭା ରାୟ
ଜଗନ୍ନାଥ ପ୍ରସାଦ ଦାସ
Clear selection
65. ମାନବ ମନ ଭିତରେ ଲୁଚି ରହିଥିବା ସାର୍ବଜନୀନ ସତ୍ୟକୁ ଆବିଷ୍କାର କରିବା କାହାର ଉଦ୍ଦେଶ୍ୟ?
1 point
ସମାଲୋଚନାବାଦ
ଚିତ୍ରକଳ୍ପ
ପ୍ରତୀକବାଦ
ସଂରଚନାବାଦ
Clear selection
66. Ferdinand de Saussure କେଉଁ ଦେଶର ଗବେଷକ ଥିଲେ?
1 point
ବ୍ରିଟେନ
ନେପାଳ
ସ୍ଵିଜରଲ୍ୟାଣ୍ଡ
ଆମେରିକା
Clear selection
67. ବର୍ଣ୍ଣ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି?
1 point
2
3
4
5
Clear selection
68. କେଉଁ ବୃତ୍ତର ଚାରି ପାଦରେ ଏକପଦ ହୁଏ?
1 point
ଆଷାଢ ଶୁକ୍ଳ
ଶଙ୍କରାଭରଣ
ରାମକେରୀ
କଳହଂସ କେଦାର
Clear selection
69. "ଇ" ଧ୍ୱନି ଉଚ୍ଚାରଣ କଲାବେଳେ ଓଠର ଆକୃତି କିପରି ରହେ?
1 point
ବିସ୍ତ୍ରୁତ
ଉନ୍ମୁକ୍ତ
ସଙ୍କୋଚିତ
ସ୍ୱଳ୍ପ ଗୋଲକୃତ
Clear selection
70. ଗୋଟିଏ ଉପମେୟର ଏକାଧିକ ଉପମାନ ଥିଲେ କେଉଁ ଅଳଙ୍କାର ହୁଏ?
1 point
ଭଙ୍ଗାଭଙ୍ଗ ଶ୍ଲେଷ
ଲୁପ୍ତୋପମା
ମାଳୋପମା
ପୂର୍ଣ୍ଣୋପମା
Clear selection
71. ଘର ଢିଙ୍କି କୁମ୍ଭୀର ରୂଢିଟିର ଅର୍ଥ କଣ?
1 point
ଗୃହଭେଦି
କଳହ ପ୍ରିୟ
ଘରେ ବାହାରେ ବନ୍ଧନ ମୁକ୍ତ
ଗୃହ ଶତୃ
Clear selection
72. ମେଘଦୂତମ୍ କାବ୍ୟ କିଏ ଲେଖିଥିଲେ?
1 point
ଇନ୍ଦ୍ରଭୂତି
ବିକ୍ରମାଦିତ୍ୟ
କାଳିଦାସ
ବଳଦେବ ରଥ
Clear selection
73. ଚିତା କାଟିବା ରୂଢିଟିର ଅର୍ଥ କଣ?
1 point
ଠକିବା
ମନେଇବା
ରଗେଇବା
ମିଛ କହିବା
Clear selection
74. 'ମ' କେଉଁ ପ୍ରକାର ଧ୍ୱନି?
1 point
ଓଷ୍ଠନାସିକ
ମୂର୍ଦ୍ଧନ୍ୟ
ଦନ୍ତ୍ୟ ନାସିକ୍ୟ
କାକଲ୍ୟ
Clear selection
75. ଅଶ୍ଵିନୀ କୁମାରଙ୍କ କେତୋଟି ପୌରଣିକ ନାଟକ ରହିଛି?
1 point
6
8
12
15
Clear selection
76. କେଉଁ ଉପନ୍ୟାସଟି ଓଡିଆ ଭାଷାର ସର୍ବପ୍ରଥମ ଉପନ୍ୟାସ?
1 point
ଉତ୍କଳମଧୁପ
ପଦ୍ମମାଳୀ
ଲଚ୍ଚମା
କନକଲତା
Clear selection
77. 'ଜନତା ରଙ୍ଗମଞ୍ଚ'ର ଆରମ୍ଭ କେବେ ହୋଇଥିଲା?
1 point
1954 ମସିହା
1953 ମସିହା
1989 ମସିହା
1940 ମସିହା
Clear selection
78. ଓଡିଶାର ଗଣକବି ଭାବରେ କିଏ ପରିଚିତ?
1 point
ବିନୟକ ମିଶ୍ର
କୁନ୍ତଳାକୁମାରୀ ସାବତ
ବୈଷ୍ଣବ ପାଣି
ଯଦୁମଣି ମହାପାତ୍ର
Clear selection
79. ନୀଳମାଧବ ଗୀତାର ସ୍ରଷ୍ଟା କିଏ?
1 point
ଭୀମ ଭୋଇ
ଦ୍ଵରକା ଦାସ
ନୀଳମ୍ବର ଦାସ
ହାଡି ଦାସ
Clear selection
80. କଳା ପାହାଡ କେଉଁ ଧରଣର ନାଟକ ଅଟେ?
1 point
ପୌରଣିକ
ସାମାଜିକ
ଐତିହାସିକ
ରାଜନୈତିକ
Clear selection
81. ଅଭୟ କବଚ ଗ୍ରନ୍ଥର ପ୍ରଣେତା କିଏ?
1 point
ହାଡି ଦାସ
ଜଗନ୍ନାଥ ଦାସ
ଅଚ୍ୟୁତାନନ୍ଦ ଦାସ
ବଳରାମ ଦାସ
Clear selection
82. ସରସ୍ଵତୀ କଣ୍ଠାଭରଣମ୍ କାବ୍ୟର ରଚୟିତା କିଏ?
1 point
ଭୋଜ
କୁନ୍ତକ
ମମ୍ମଟ
ଦଣ୍ଡୀ
Clear selection
83. ଚର୍ଯ୍ୟାଗୀତିର ବିଶିଷ୍ଟ ଅଙ୍ଗ କିଏ?
1 point
ଚର୍ଯ୍ୟାପଦ
ଗୀତିପଦ
ଧ୍ରୁବ ପଦ
ଚର୍ଯ୍ୟାପଂକ୍ତି
Clear selection
84. ଲୁଇପାଙ୍କ ଗୁରୁ କିଏ?
1 point
ଶବରପା
ସରହପା
ନାଗାର୍ଜୁନ
ଶାନ୍ତିଦେବ
Clear selection
85. ରୀତିରାତ୍ମା କାବ୍ୟସ୍ୟ - ଏ ଉକ୍ତିଟି କାହାର?
1 point
ଆନନ୍ଦବର୍ଦ୍ଧନ
ଭମହ
ବମନ
ବାମନ
Clear selection
86. ଟୀକାକର ମୁନିଦତ୍ତଙ୍କ ମତରେ ପ୍ରଥମ ସିଦ୍ଧାଚାର୍ଯ୍ୟ କିଏ?
1 point
ଶବରୀପା
ଲୁଇପା
ସରହପା
କୁକ୍କୁରୀପା
Clear selection
87. ଶଶିସେଣା କାବ୍ୟଟି କେତେ ଛନ୍ଦ ବିଶିଷ୍ଟ ଅଟେ?
1 point
12
14
16
18
Clear selection
88. ସଂସ୍କୃତ କାବ୍ୟ ସାହିତ୍ୟରେ ଗୁଣବାଦର ପ୍ରବକ୍ତା ରୂପେ କିଏ ପରିଚିତ?
1 point
ଆଚାର୍ଯ୍ୟ ଦଣ୍ଡୀ
ଭରତ ମୁନୀ
ରୁଦ୍ରଟ
ମମ୍ମଟ
Clear selection
89. ହାତୀଗୁମ୍ଫା ଶିଳାଲେଖ କେଉଁଠାରେ ଅଛି?
1 point
ଖଣ୍ଡଗିରି
ଉଦୟଗିରି
ଲଳିତଗିରି
ନୀଳଗିରି
Clear selection
90. ଜୀବାଣୁ ବୋମା ପ୍ରବନ୍ଧ କିଏ ଲେଖିଥିଲେ?
1 point
ମାୟାଧର ମାନସିଂହ
ଗୋକୁଳାନନ୍ଦ ମହାପାତ୍ର
ଚନ୍ଦ୍ରଶେଖର ରଥ
ଗୋଲକ ବିହାରୀ ଧଳ
Clear selection
91. ମଧୁସୂଦନ ରାଓ କେଉଁ ପତ୍ରିକାର ସମ୍ପାଦନ କରିଥିଲେ?
1 point
ବିଦେଶୀ
ବାର୍ତ୍ତାଲହରି
ଶିକ୍ଷା
ଶିକ୍ଷକ
Clear selection
92. 'ମଠ ପରମ୍ପରା' ପୁସ୍ତକର ଲେଖକ କିଏ?
1 point
ଗୋଲକବିହାରୀ ଧଳ
ପରମାନନ୍ଦ ତ୍ରିପାଠୀ
ଭାସ୍କର ମିଶ୍ର
ଖଗେନ୍ଦ୍ରନାଥ ମଲ୍ଲିକ
Clear selection
93. ହାଇଡ୍ରୋଜେନ ବୋମା କେଉଁ ପ୍ରକାର ପ୍ରବନ୍ଧ ଅଟେ?
1 point
ସାହିତ୍ୟ ଧର୍ମୀ
ଐହସିକ
ବିଜ୍ଞାନ ଧର୍ମୀ
ଅଧ୍ୟାତ୍ମବାଦୀ
Clear selection
94. ୨୦୧୧ ମସିହାରେ କିଏ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପାଇଥିଲେ?
1 point
ମନୋଜ ଦାସ
ଚନ୍ଦ୍ରଶେଖର ରଥ
ଦାଶରଥି ଦାସ
ବ୍ରଜନାଥ ରଥ
Clear selection
95. ଆରଣ୍ୟକ ଉପନ୍ୟାସ କିଏ ଲେଖିଥିଲେ?
1 point
ପ୍ରତିଭା ରାୟ
ମନୋଜ ଦାସ
ମଧୁସୂଦନ ପତି
ଗୌରୀ କୁମାର ବ୍ରହ୍ମା
Clear selection
96. 'ମୁଁ ଯଦି ଧୂମକେତୁ ହୋଇଥାନ୍ତି' ପ୍ରବନ୍ଧଟି କାହାର ରଚନା?
1 point
ନୃସିଂହ ଚରଣ ପଣ୍ଡା
ଚନ୍ଦ୍ରଶେଖର ରଥ
ଅନନ୍ତ କୁମାର ଗିରି
ଶରତ ଚନ୍ଦ୍ର ମିଶ୍ର
Clear selection
97. ଓଡିଆ ଭାଷା କେଉଁ ମସିହାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା?
1 point
2011
2012
2014
2015
Clear selection
98. ସମ୍ୟବାଦୀ ପତ୍ରିକା କେବେ ପ୍ରକାଶ ପାଇଥିଲା?
1 point
1887 ମସିହା
1889 ମସିହା
1890 ମସିହା
1945 ମସିହା
Clear selection
99. ସାରଳାଦେବୀଙ୍କ ପ୍ରଥମ ଏକାଙ୍କିକା ସଂକଳନର ନାମ କଣ?
1 point
ନାରୀ
ବାପୁଜୀ
ପଞ୍ଚପ୍ରଦୀପ
ବଣଭୋଜି
Clear selection
100. କିଏ ବଳଦେବ ରଥଙ୍କୁ କବିସୂର୍ଯ୍ୟ ଉପାଧିରେ ଭୂଷିତ କରିଥିଲେ?
1 point
ରାଜା ରାମା ମୋହନ ରାୟ
ରାଜା ପୁରୁଷୋତ୍ତମ ଦେବ
ରାଜା ଦିବ୍ୟସିଂହ ଦେବ
ରାଜା ରାମଚନ୍ଦ୍ର ଛୋଟରାୟ
Clear selection
Submission Tracking ID - DO NOT CHANGE
*
This is important for tracking purposes. Do not change. Any change in this will make your submission void
Your answer
Submit
Page 1 of 1
Clear form
Never submit passwords through Google Forms.
Forms
This content is neither created nor endorsed by Google.
Report Abuse
Terms of Service
Privacy Policy
Help and feedback
Contact form owner
Help Forms improve
Report