ଉଇକିପାଠାଗାର ୨ୟ ଜନ୍ମତିଥି
୨୦୧୬ ଅକ୍ଟୋବର ୨୦ ରେ ଓଡ଼ିଆ ଉଇକିପାଠାଗାରକୁ ଦୁଇ ବର୍ଷ ପୂରିଲା । ଏଥିରେ ଯୋଗଦାନ କରୁଥିବା ଉଇକିଆଳି ଓ ଏହାକୁ ବଢ଼ାଇବାରେ ସହଯୋଗ କରୁଥିବା ସଭିଙ୍କୁ ଏକାଠି କରିବା ନିମନ୍ତେ ଏହି ସଭାର ଆୟୋଜନ । ସଭା ବାବଦରେ ସବିଶେଷ: https://or.wikisource.org/s/5fw ଠାରେ ଦେଖନ୍ତୁ ।

ଏଥିରେ ସବୁ ଉଇକିଆଳି ଭାଗନେଇପାରିବେ । ତେବେ ସବୁ ଜିନିଷ ସୁଚାରୁ ରୂପେ କରିବା ପାଇଁ ସମସ୍ତ ଉଇକିଆଳି ଏଥିରେ ନାମ ଲେଖାଇବାକୁ ବାଧ୍ୟ । ଆପଣଙ୍କ ବ୍ୟକ୍ତିଗତ ବିଷୟ ଯଥା ନାମ, ଇମେଲ, ଲିଙ୍ଗ ଆଦି ଗୋପନ ରଖାଯିବ ଓ କେବଳ ପରିଚାଳନା ସଭ୍ୟଙ୍କ ଭିତରେ ସୀମିତ ରହିବ ।

Email address *
ଫୋନ ନମ୍ବର *
(ଓଡ଼ିଆ ସଂଖ୍ୟାରେ ନ ଲେଖି ଇଂରାଜୀରେ ଲେଖିବାକୁ ଅନୁରୋଧ ଅର୍ଥାତ ୯୮୭୬୫୪୩୨୧୦ ବଦଳରେ 9876543210 ଲେଖିବାକୁ ଅନୁରୋଧ । କେବଳ ଦଶ ଅଙ୍କବିଶିଷ୍ଟ ନମ୍ବରଟି ଲେଖିବେ । +91/0 )
Your answer
ପୂରା ନାମ *
Your answer
ଉଇକି ବ୍ୟବହାରକାରୀ ନାମ *
ଉଇକିପାଠାଗାର/ଉଇକିପିଡ଼ିଆ/ଉଇକିଅଭିଧାନ/ଉଇକିମିଡ଼ିଆ କମନ୍ସ ଆଦିରେ ପଞ୍ଜୀକରଣ କରିଥିବା ବ୍ୟବହାରକାରୀ ନାମ (username)
Your answer
ସମ୍ମିଳନୀର କଣ ଶିଖିବାକୁ ଚାହାନ୍ତି ? *
Your answer
ସମ୍ମିଳନୀରେ କଣ ଶିଖାଇବାକୁ ଚାହାନ୍ତି ?
Your answer
ସମ୍ମିଳନୀର ଭାଗ ନେବା ପାଇଁ ଯାତାୟାତ ସାହାଯ୍ୟ ଦରକାର କି? *
୨୦୦ରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳି ମାନଙ୍କୁ ଯାତାୟାତରେ ସାହାଯ୍ୟ କରାଯିବ ।
ଟି-ସାର୍ଟ ସାଇଜ
ଖାଦ୍ୟ *
ଏହି କାର୍ଯ୍ୟକ୍ରମ ପରିଚାଳନରେ ଆପଣ କି କି ଦାୟିତ୍ୱ ନେବାକୁ ଚାହାନ୍ତି?
ଆପଣ କେଉଁ କେଉଁ ବିଷୟ ଆଲୋଚନା କରିବାକୁ ଚାହାଁନ୍ତି?
ସାଧାରଣ ସଭା ବାଦ ଆମେ କେବଳ ଉଇକିଆଳିଙ୍କ ପାଇଁ ଏକ ପୂରାଦିନ କାର୍ଯ୍ୟକ୍ରମ ରଖିଛୁ । ଏଥିରେ ଆପଣ କି କି ବିଷୟରେ ଶିଖିବା/ଆଲୋଚନା କରିବାକୁ ଚାହାଁନ୍ତି ସବିଶେଷ ଜଣାଇବେ ।
Your answer
Next
Never submit passwords through Google Forms.
This content is neither created nor endorsed by Google. Report Abuse - Terms of Service