ଓଡ଼ିଆ ଉଇକିପିଡ଼ିଆ ପୁରସ୍କାର ମନୋନୟନ

ବିଭିନ୍ନ ବିଭାଗରେ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିବା ଉଇକିଆଳିଙ୍କୁ ଓଡ଼ିଆ ଉଇକିମିଡ଼ିଆ ସଂଘ ତରଫରୁ ପୁରସ୍କୃତ କରାଯିବ । ଏଥି ନିମନ୍ତେ ଦୁଇ/ତିନିଜଣ ପୁରୁଖା ଉଇକିଆଳି (ପରିଚାଳକ) ବିଭିନ୍ନ ବିଷୟକୁ ଆଖି ଆଗରେ ରଖି ପୁରସ୍କାର ପାଇବା ଯୋଗ୍ୟ ଉଇକିଆଳିଙ୍କୁ ବାଛିବେ ।

ନିୟମାବଳୀ:
* ଜଣେ ନିଜେ ନିଜକୁ ନିର୍ବାଚିତ କରିପାରିବେ ନାହିଁ ।
* କେବଳ ୧୦ରୁ ଅଧିକ ସମ୍ପାଦନା କରିଥିବା ଉଇକିଆଳି ଅନ୍ୟ କାହାକୁ ନିର୍ବାଚିତ କରିପାରିବେ ।

    This is a required question
    This is a required question
    This is a required question
    This is a required question
    This is a required question