ପ୍ରତିଯୋଗିତା ର ନିୟମାବଳୀ:
1. ପ୍ରଥମରୁ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।
2. ପ୍ରବନ୍ଧ ଏ/ ୪ ସାଇଜ ପୃଷ୍ଠାରେ ଓଡ଼ିଆ (ସର୍ବାଧିକ ୬୦୦ ଶବ୍ଦ) କିମ୍ବା ଇଂରାଜୀ (ସର୍ବାଧିକ ୪୦୦ ଶବ୍ଦ) ରେ ଲେଖାଯିବା ଆବଶ୍ୟକ।
3. ପ୍ରତିଯୋଗୀ ଚିତ୍ର ଏ/୪ ସାଇଜ ଡ୍ରଇଁ ସିଟ୍ରେ ଅଙ୍କନ କରି ପଠାଇବା ଆବଶ୍ୟକ ।
4. ପ୍ରତ୍ୟେକ ପୃଷ୍ଠାରେ ପ୍ରତିଯୋଗୀଙ୍କ ନାମ ଓ ଫୋନ ନମ୍ବର ସହ ଜିଲ୍ଲା ଉଲ୍ଲେଖ ରହିବା ଅପରିହାର୍ଯ୍ୟ।
5. ପ୍ରତିଯୋଗୀ ପ୍ରବନ୍ଧ ଓ ଚିତ୍ର ପ୍ରଗତିବାଦୀ ୱେବସାଇଟ କିମ୍ବା ହ୍ବାଟ୍ସ ଆପ ରେ ଦିଆଯାଇଥିବା ଲିଙ୍କ ଜରିଆରେ ପଠାଇ ପାରିବେ।
6. ପ୍ରବନ୍ଧ ଓ ଚିତ୍ରାଙ୍କନ ପହଞ୍ଚିବାର ଶେଷ ତାରିଖ ୧୫ ଅକ୍ଟୋବର, ୨୦୨୬ ।
Competition Rules:
1. Students from class-1 to PG can participate in State-lavel Competition
2. The Essay must be written in Odia (maximum 600 words) or in English (maximum 400 words) on A4 sized page.
3. Drawing should be drawn on A4 sized drawing sheet.
4. The contestant's name, phone number & District name must be included on each page.
5. Submissions can be sent via Whatsapp or through our website.
6. The final date for submission is October 15, 2026.